କଟକ, KATAK ଏବଂ ରେଭେନ୍ସା ।। Cuttack , Katak and Ravenshaw

ଦର୍ଶକବନ୍ଧୁ ଆଜି ରାଜନେତା କି ରାଜନୈତିକ ଦଳମାନଙ୍କର କଥା ନୁହେଁ, ଆଜି ରହିଛି ନାଁ ବନାନ ଶୁଦ୍ଧି କରିବା ପ୍ରସଙ୍ଗ ଓ ତାର ପ୍ରମାଣ ତଥ୍ୟ। କଟକ—ଏହି ନାମଟି ଓଡ଼ିଶାର ସାମୂହିକ ସ୍ମୃତିରେ କେବଳ ଗୋଟିଏ ସହରର ଚିହ୍ନ ନୁହେଁ। ଏହା ଗୋଟିଏ ଦୀର୍ଘ ସଭ୍ୟତାର ଧାରା, ଏକ ଐତିହାସିକ ଶକ୍ତିକେନ୍ଦ୍ର, ଓଡ଼ିଆ ଚେତନାର ରାଜନୈତିକ ଓ ସାଂସ୍କୃତିକ ନାଡ଼ୀକେନ୍ଦ୍ର । ମହାନଦୀ ଓ କାଠଯୋଡ଼ି ମଧ୍ୟରେ ଗଢ଼ିଉଠିଥିବା ଏହି ସହର ଶତାବ୍ଦୀ ଧରି ଓଡ଼ିଶାର ଶାସନ, … Continue reading କଟକ, KATAK ଏବଂ ରେଭେନ୍ସା ।। Cuttack , Katak and Ravenshaw