Cuttack court ।। କଟକ ଜିଲ୍ଲା କୋର୍ଟରେ ପୁଣି ବୋମା ଆତଙ୍କ, ପୋଲିସ ଛାନ୍ଭିନ୍ ଜାରି
କଟକ ଜିଲ୍ଲା କୋର୍ଟ ପରିସରରେ ପୁଣି ଏକ ବୋମା ଥିବା ଚର୍ଚ୍ଚା ଜୋର ଧରିଛି । ଜିଲ୍ଲା ଜର୍ଜ କୋର୍ଟକୁ ଆସିଥିବା ଏକ ସନ୍ଦେହଜନକ ଇ-ମେଲ୍ ପରେ ସମଗ୍ର କୋର୍ଟ ପରିସରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ମେଲ୍ରେ କୋର୍ଟ ପରିସର ମଧ୍ୟରେ ବୋମା ଥିବା ନେଇ ସୂଚନା ଦିଆଯାଇଥିବାରୁ ପ୍ରଶାସନ ତୁରନ୍ତ ସତର୍କ ହୋଇଯାଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ସହିତ ସହିତ କଟକ ଜିଲ୍ଲା କୋର୍ଟ ପରିସରରେ କଡା ପୋଲିସ ବ୍ୟବସ୍ଥା ଜାରି … Continue reading Cuttack court ।। କଟକ ଜିଲ୍ଲା କୋର୍ଟରେ ପୁଣି ବୋମା ଆତଙ୍କ, ପୋଲିସ ଛାନ୍ଭିନ୍ ଜାରି
Copy and paste this URL into your WordPress site to embed
Copy and paste this code into your site to embed