ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ ଆକର୍ଷଣୀୟ ହେବ କଟକ ସହର
ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହେଉଥିବା ବେଳେ ପ୍ରବାସୀମାନେ କଟକ ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କଟକ ସହରକୁ ଆକର୍ଷଣୀୟ କରିବା ପାଇଁ ଆଜି ଅନୁଷ୍ଠିତ କଟକ ମହାନଗର ନିଗମର ୨୭ ତମ ସାଧାରଣ ଅଧିବେଶନରେ ନିଷ୍ପତ୍ତି ହୋଇଛି । କାଉନସିଲ ବୈଠକରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ପ୍ରବାସୀଙ୍କର କଟକ ପ୍ରତି ଯେଭଳି ଏକ ସକରାତ୍ମକ ମନୋଭାବ ରହିବ, ସେଥିପାଇଁ … Continue reading ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ ଆକର୍ଷଣୀୟ ହେବ କଟକ ସହର
Copy and paste this URL into your WordPress site to embed
Copy and paste this code into your site to embed