ଓଡ଼ିଶାକୁ ବାରବାଟୀ ଲଜ୍ଜା, ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ପାକିସ୍ତାନୀ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନିମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଗତ ରବିବାର (୯ ଫେବୃଆରୀ) କଟକର ବାରବାଟି ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍‍ର ଦ୍ୱିତୀୟ ଇନିଂସରେ, ଅର୍ଥାତ୍ ଟିମ୍ ଇଣ୍ଡିଆର ବ୍ୟାଟିଂ ସମୟରେ, ଷ୍ଟାଡିୟମର ଫ୍ଲଡ୍‍ଲାଇଟଗୁଡ଼ିକ ଲିଭିଯାଇଥିଲା। ହଠାତ୍ ଲାଇଟ୍ ବନ୍ଦ ହୋଇଯିବାରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା। ଏହି ଘଟଣା ପରେ, ସୋସିଆଲ ମିଡିଆରେ କ୍ରିକେଟ୍ ପ୍ରଶଂସକ ବିସିସିଆଇକୁ ଟାହିଟାପରା କରିଛନ୍ତି। କେବଳ ଦେଶ ଭିତରେ ନୁହେଁ ଦେଶ … Continue reading ଓଡ଼ିଶାକୁ ବାରବାଟୀ ଲଜ୍ଜା, ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ପାକିସ୍ତାନୀ