କଟକ-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ କାର୍ଯ୍ୟ ଏପ୍ରିଲ ସୁଦ୍ଧା ସରିବ

Highway:ଅନୁଗୁଳ-ସମ୍ବଲପୁର ମଧ୍ୟରେ ୧୫୦ କିଲୋମିଟର ରାସ୍ତା ଶେଷ ହୋଇ ଏବେ କାର୍ଯ୍ୟକ୍ଷମ ହୋଇଛି। କଟକ-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଆସନ୍ତା ଏପ୍ରିଲ ସୁଦ୍ଧା ଶେଷ ହେବ। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକସଭାରେ ଘୋଷଣା କରିଛନ୍ତି ଯେ ୫୫ ନମ୍ବର ଜାତୀୟ ରାଜପଥ (ଜାତୀୟ ରାଜପଥ-୫୫)ର ସଂପ୍ରସାରଣ କଟକ-ଅନୁଗୁଳ ମଧ୍ୟରେ ୧୧୨ କିଲୋମିଟର ଦୂରତା ବିଶିଷ୍ଟ … Continue reading କଟକ-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ କାର୍ଯ୍ୟ ଏପ୍ରିଲ ସୁଦ୍ଧା ସରିବ