ଟ୍ରାଫିକ୍ ପରିଚାଳନା କମିଟି ଗଠନରେ କଟକ ପ୍ରଶାସନର ଅବହେଳା: ଜିଲ୍ଲାପାଳଙ୍କୁ ସଶରୀରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ || Cuttack administration’s negligence in forming traffic management committee: High Court directs District Magistrate to appear before it on Friday

ଐତିହାସିକ କଟକ ସହରର ଟ୍ରାଫିକ୍ ସମସ୍ୟା ସମାଧାନ ଏବଂ ଉନ୍ନତ ସହରାଞ୍ଚଳ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ୱେ ଅଦାଲତଙ୍କ ଆଦେଶକୁ ଅଣଦେଖା କରିବା କଟକ ଜିଲ୍ଲା ପ୍ରଶାସନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କଟକ ସହର ଟ୍ରାଫିକ୍ ପରିଚାଳନା କମିଟି ଗଠନ ପ୍ରସଙ୍ଗରେ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ହୋଇଥିବା ଦେଖି ଓଡ଼ିଶା ହାଇକୋର୍ଟ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟଙ୍କ ଆଦେଶ ପାଳନରେ ହୋଇଥିବା ଖିଲାପ ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ … Continue reading ଟ୍ରାଫିକ୍ ପରିଚାଳନା କମିଟି ଗଠନରେ କଟକ ପ୍ରଶାସନର ଅବହେଳା: ଜିଲ୍ଲାପାଳଙ୍କୁ ସଶରୀରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ || Cuttack administration’s negligence in forming traffic management committee: High Court directs District Magistrate to appear before it on Friday