Crying: କାନ୍ଦିବା ଏକ ସାଧାରଣ କଥା। କାନ୍ଦିବା ଦ୍ୱାରା ମନ ହାଲୁକା ହୋଇଥାଏ । କାନ୍ଦିବା ଦ୍ୱାରା ମନ ଶାନ୍ତ ମଧ୍ୟ ହୋଇଥାଏ। ବାସ୍ତବରେ, ଅନେକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କାନ୍ଦିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ। କାନ୍ଦିବା ଦ୍ୱାରା ଆପଣଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାନ୍ଦିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ’ଣ ଲାଭ ଦେଇପାରେ ଆସନ୍ତୁ ଜାଣିବା। ଆପଣମାନେ ଡାକ୍ତରଙ୍କଠାରୁ ଶୁଣିଥିବେ,ମନଖୋଲା ହସ,ଶରୀର ସୁସ୍ଥ । ଖାଲି … Continue reading କାନ୍ଦିବା ଦ୍ୱାରା ସୁସ୍ଥ ରୁହେ ମନ
Copy and paste this URL into your WordPress site to embed
Copy and paste this code into your site to embed