ଗଣେଶ ପୂଜା ପାଇଁ ସ୍କୁଲଠୁ ନେଇ କ୍ଲବ ଘର ପର୍ଯ୍ୟନ୍ତ ସବୁଠି ଭିଡ଼; ଶାନ୍ତିଶୃଙ୍ଖଳା ପାଇଁ କମିଶନରେଟ୍ ପୋଲିସର କଡ଼ା ପାଟ୍ରୋଲିଂ || Crowds everywhere from schools to clubhouses for Ganesh Puja; Commissionerate Police conduct strict patrolling to ensure peace and order.

ଧରାବତରଣ କରିଛନ୍ତି ବିଦ୍ୟାଦାତା, ସିଦ୍ଧିଦାତା ତଥା ସଙ୍କଟମୋଚନ ପ୍ରଭୁ ଗଜାନନ। ଗଣେଶ ଚତୁର୍ଥୀ ଅବସରରେ ସମଗ୍ର ରାଜ୍ୟ ଉତ୍ସବମୁଖର ହୋଇଉଠିଛି। ପଲ୍ଲୀରୁ ସହର ସବୁଠି ଶୁଭୁଛି ମନ୍ତ୍ରଧ୍ୱନି, ଘଣ୍ଟକାହାଳୀ ଓ ଶଙ୍ଖନାଦ। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି କ୍ଲବ୍ ଏବଂ ପୂଜା ମଣ୍ଡପଗୁଡ଼ିକରେ ଗଣେଶ ମହୋତ୍ସବ ବେଶ୍ ଆନନ୍ଦ ଉଲ୍ଲାସର ସହିତ ଆୟୋଜନ କରାଯାଇଛି। ବିଶେଷ କରି ଛାତ୍ରଛାତ୍ରୀମାନେ ନୂତନ ପୋଷାକ ପରିଧାନ କରି ନିଜର ବହି, ଖାତା ଓ କଲମ ପ୍ରଭୁଙ୍କ ପାଦତଳେ … Continue reading ଗଣେଶ ପୂଜା ପାଇଁ ସ୍କୁଲଠୁ ନେଇ କ୍ଲବ ଘର ପର୍ଯ୍ୟନ୍ତ ସବୁଠି ଭିଡ଼; ଶାନ୍ତିଶୃଙ୍ଖଳା ପାଇଁ କମିଶନରେଟ୍ ପୋଲିସର କଡ଼ା ପାଟ୍ରୋଲିଂ || Crowds everywhere from schools to clubhouses for Ganesh Puja; Commissionerate Police conduct strict patrolling to ensure peace and order.