ପଖାଳ ଦିବସ ନାଁରେ କୋଟି କୋଟି ଟଙ୍କା ଲୁଟ୍‌! || Crores of rupees looted on Pakhala Divas!

ଆଜି ଏମିତି ଏକ ଖବର ଉପରେ ନଜର ପକାଇବା, ଯାହାକୁ ଶୁଣିବା ପରେ ଆପଣ ନିଜ କାନକୁ ବି ବିଶ୍ୱାସ କରିପାରିବେ ନାହିଁ। ଆପଣ ହଜମ କରିପାରିବେନି ଯେ ଆମ ଓଡ଼ିଶାରେ, ଆମ ଆଖି ଆଗରେ ପର୍ଯ୍ୟଟନ ବିଭାଗଦ୍ୱାରା ଆମ ସରକାରୀ ତହବିଲ୍‌ରୁ କିଭଳି ପଇସା ଲୁଟ୍ ଚାଲିଛି। ଶେଷରେ ଓଡ଼ିଆଙ୍କ ଆବେଗ, ଓଡ଼ିଆଙ୍କ ପରିଚୟ ‘ପଖାଳ’କୁ ଦେଖାଇ ମଧ୍ୟ କୋଟି କୋଟି ଟଙ୍କା ଲୁଟିନେଲେଣି ବାବୁମାନେ! ଗରିବ ଓଡ଼ିଆର ପଖାଳ କଂସାକୁ ନେଇ ଏବେ ଏମିତି … Continue reading ପଖାଳ ଦିବସ ନାଁରେ କୋଟି କୋଟି ଟଙ୍କା ଲୁଟ୍‌! || Crores of rupees looted on Pakhala Divas!