Cricket ।। ଭାରତ ସହ ମ୍ୟାଚ୍ ଖେଳିବାକୁ ମନା କଲା ପାକିସ୍ତାନ । ପରେ ଏମିତି କିଛି ହେଲା

ଆସନ୍ତା T20 ବିଶ୍ୱ କପ୍ ୨୦୨୬ରେ ଭାରତ ସହିତ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଟିମ ମନା କରିଛି, ଯାହା ପରେ ବିସିସିଆଇର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହା ବିଷୟରେ ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ, ପାକିସ୍ତାନ ପକ୍ଷକୁ ନେଇ ଆମେ ଆଇସିସି ସହିତ ସମ୍ପୂର୍ଣ୍ଣ ସହ ମତ ଅଛୁ । ସେ କହିଛନ୍ତି, ଆଇସିସି ଏକ ବୟାନ ଜାରି କରିଛି, ସେମାନେ ସ୍ପୋର୍ଟସମ୍ୟାନସିପ୍ ଉପରେ ଜୋର ଦେଇଛନ୍ତି । ଯେପର୍ଯ୍ୟନ୍ତ ଆମେ … Continue reading Cricket ।। ଭାରତ ସହ ମ୍ୟାଚ୍ ଖେଳିବାକୁ ମନା କଲା ପାକିସ୍ତାନ । ପରେ ଏମିତି କିଛି ହେଲା