ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ସି.ପି. ରାଧାକୃଷ୍ଣନ୍ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ରାଧାକୃଷ୍ଣନ୍ ୪୫୨ ଭୋଟ୍ ପାଇଥିବାବେଳେ ବିରୋଧୀ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ୍ ପାଇଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ୍ ୭୬୭ ଭୋଟ ପଡ଼ିଥିଲା, ୭୫୨ ବୈଧ ଏବଂ ୧୫ ଅବୈଧ ଥିଲା। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସଂସଦ ଭବନରେ ଭୋଟ୍ ଦିଆଯାଇଥିଲା। ମୋଟ୍ ୭୬୮ ଜଣ ସାଂସଦ ସେମାନଙ୍କର ଭୋଟ୍ ଦେଇଥିଲେ। … Continue reading Cp Radhakrishnan II ସିପି ରାଧାକୃଷ୍ଣନ ହେବେ ଭାରତର ଉପରାଷ୍ଟ୍ରପତି, ଏନଡିଏ ପ୍ରାର୍ଥୀଙ୍କୁ ଆଶାଠାରୁ ଅଧିକ ଭୋଟ୍ ମିଳିଛି
Copy and paste this URL into your WordPress site to embed
Copy and paste this code into your site to embed