ଚୀନରୁ କାହିଁକି ଜନ୍ମ ନେଉଛନ୍ତି ନୂଆ ଭାଇରସ ? ଏହି୪ କାରଣ ପାଇଁ ଚୀନ୍ ହେଉଛି ବିଶ୍ୱର ଭାଇରସ ଭଣ୍ଡାର

Hmpv: ୫ ବର୍ଷ ତଳେ ବିଶ୍ୱ କୋଭିଡ୍-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଏବେ ଚୀନ୍ରେ ଏଚ୍ଏମ୍ପିଭି ଭୂତାଣୁ ବ୍ୟାପିଥିବା ସୂଚନା ମିଳିଛି। ଚୀନରେ ରୋଗ ବ୍ୟାପିବା ନେଇ କୌଣସି ଆଲୋଚନା ହୋଇନାହିଁ । ସମୟ ସମୟରେ ଚୀନବିପଜ୍ଜନକ ରୋଗର ସମ୍ମୁଖୀନ ହେଉଛି। ଆସନ୍ତୁ ଜାଣିବା ଏପରି ହେବା ପଛର କାରଣ କ‘ଣ? ୫ ବର୍ଷ ତଳେ ଚୀନର ଉହାନରୁ ବାହାରିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା। ଆଉ ଏବେ ପୁଣିଥରେ ଚୀନରୁ … Continue reading ଚୀନରୁ କାହିଁକି ଜନ୍ମ ନେଉଛନ୍ତି ନୂଆ ଭାଇରସ ? ଏହି୪ କାରଣ ପାଇଁ ଚୀନ୍ ହେଉଛି ବିଶ୍ୱର ଭାଇରସ ଭଣ୍ଡାର