court roundabout assembly ।। ଅଦାଲତ ଚକ୍ରବ୍ୟୁହରେ ବିଧାନସଭା
ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥା ହେଉଛି ବିଧାନସଭା। ଏଠାରେ ଆଇନ ମନ୍ତ୍ରଣା, ଆଇନ ପ୍ରଣୟନ, ଶାସକ ଓ ପ୍ରଶାସନର ଅନୀତିକୁ କଟକଣା, ଲୋକଙ୍କ ଅଧିକାରର ସୁରକ୍ଷା- ଏ ସବୁକିଛି ନ୍ୟାୟିକ ଢଙ୍ଗରେ ହୋଇଥାଏ। ଯେଉଁ ସଂସ୍ଥା ଜନତା ପାଇଁ ଆଇନ ଲେଖିବାକୁ ଦାୟୀ ସେଇ ସଂସ୍ଥା ନିଜେ ଆଇନର ଚକ୍ରବ୍ୟୁହରେ ବର୍ଷେ ବର୍ଷ ଧରି ଫସି ରହିବ- ଏହା ଏକ ଦୁର୍ଭାଗ୍ୟଜନକ ଏବଂ ସ୍ୱଳ୍ପକଥାରେ ଲଜ୍ଜାଜନକ ପରିସ୍ଥିତି। ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଶପଥ ନେଉଥିବା … Continue reading court roundabout assembly ।। ଅଦାଲତ ଚକ୍ରବ୍ୟୁହରେ ବିଧାନସଭା
Copy and paste this URL into your WordPress site to embed
Copy and paste this code into your site to embed