କେନ୍ଦ୍ରକୁ ମାସେ ମହଲତ ଦେଲେ କୋର୍ଟ: ରାହୁଲଙ୍କ ନାଗରିକତା ଉପରେ ନିଷ୍ପତ୍ତି ନିଅ

Rahul Gandhi: କଂଗ୍ରେସ ନେତାଙ୍କୁ ବ୍ରିଟେନର ନାଗରିକତା ସହ ଯୋଡ଼ିଥିବା ‘ନୂଆ ପ୍ରମାଣ’ ଦାବି କଲେ ଆବେଦନକାରୀ; ଜବାବ ଦେବାକୁ ଗୃହ ମନ୍ତ୍ରଣାଳୟକୁ ମିଳିଲା ୪ ସପ୍ତାହ ସମୟ। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନାଗରିକତା ମାନ୍ୟତା ଉପରେ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ଏପ୍ରିଲ ୨୧ ପର୍ଯ୍ୟନ୍ତ ୮ ସପ୍ତାହ ବୃଦ୍ଧି କରିବାକୁ ଅନୁରୋଧ କରିଥିଲା, କିନ୍ତୁ ଅଦାଲତ … Continue reading କେନ୍ଦ୍ରକୁ ମାସେ ମହଲତ ଦେଲେ କୋର୍ଟ: ରାହୁଲଙ୍କ ନାଗରିକତା ଉପରେ ନିଷ୍ପତ୍ତି ନିଅ