ଦିଲ୍ଲୀରେ ଗଣତି ଆରମ୍ଭ, ଆପ୍‍ ଯାଉଛି ପଛକୁ

Delhi Countdown Begins, BJP stands ahead: ଦିଲ୍ଲୀରେ କିଏ ଗଢ଼ିବେ ସରକାର? ଯୋଗ୍ୟ ଜନସାଧାରଣଙ୍କ ଭୋଟ ତଥା ମତକୁ ଏଥିଲାଗି ଗଣିବା ଆରମ୍ଭ କରିଛନ୍ତି ନିର୍ବାଚନ ଆୟୁକ୍ତ। ଏଥିଲାଗି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରାରମ୍ଭିକ ହିସାବରେ ଏଥର ଭାରତୀୟ ଜନତା ପାର୍ଟି ଅଧିକ ଜନମତ ପାଇଥିବା ଜଣାପଡ଼ିଛି। ସେହିପରି ଆମ୍‍ ଆଦମୀ ପାର୍ଟିର ଅନେକ ପ୍ରାର୍ଥୀ ପଛୁଆ ଚାଲିଛନ୍ତି। ସକାଳ ୮ଟାରୁ ଏହି ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ନିର୍ବାଚନ କମିଶନଙ୍କ … Continue reading ଦିଲ୍ଲୀରେ ଗଣତି ଆରମ୍ଭ, ଆପ୍‍ ଯାଉଛି ପଛକୁ