ଅଷ୍ଟମ ବେତନ କମିଶନ ଗଠନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ, ୩୪% ବୃଦ୍ଧି ହୋଇପାରେ ଦରମା || Countdown begins for formation of 8th Pay Commission, salary may increase by 34%

କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଆଗାମୀ ଦିନରେ ଏକ ବଡ଼ ଖୁସି ଖବର ଆସିବାକୁ ଯାଉଛି। ସପ୍ତମ ବେତନ କମିଶନର ୧୦ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଏବେ ଅଷ୍ଟମ ବେତନ କମିଶନ (8th Pay Commission) ଗଠନ ନେଇ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ଗଣମାଧ୍ୟମ ଓ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଷ୍ଟମ ବେତନ କମିଶନ ଲାଗୁ ହେଲେ କର୍ମଚାରୀଙ୍କ ମୌଳିକ ଦରମାରେ ପ୍ରାୟ ୩୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି … Continue reading ଅଷ୍ଟମ ବେତନ କମିଶନ ଗଠନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ, ୩୪% ବୃଦ୍ଧି ହୋଇପାରେ ଦରମା || Countdown begins for formation of 8th Pay Commission, salary may increase by 34%