ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ତଥ୍ୟ ଲୁଚାଉଛି ଓସେପା

ପଶ୍ଚିମବଙ୍ଗରେ ଶିକ୍ଷକ ଦୁର୍ନୀତି ମାମଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଠିକ୍‍ ଏତିକିବେଳେ ରାଜ୍ୟର ବିଜେପି ସରକାରକୁ ବଦନାମ୍‍ କରିବା ପାଇଁ ଶିକ୍ଷା ବିଭାଗରେ ଥିବା ପାଣ୍ଡିଆନ ଇକୋସିଷ୍ଟମ ଏବ ବଡ଼ ଖେଳ କରିଦେଇଛି। ସରକାରଙ୍କୁ ଏ ସମ୍ପର୍କରେ କିଛି ଜଣା ନାହିଁ। ଅକ୍ଟୋବର ମାସରେ ୧୬ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା କଥା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ମାମଲାଟି ଏହିପରି, ରାଜ୍ୟରେ ବିଦ୍ୟାଳୟ ଓ … Continue reading ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ତଥ୍ୟ ଲୁଚାଉଛି ଓସେପା