Corrupt officer and land purchases in the capital ।। ଦୁର୍ନୀତିଗ୍ରସ୍ତ ଅଫିସର ଓ ରାଜଧାନୀରେ ଜମି କିଣା

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯେଉଁଠି ଚାକିରି କରୁଛ କର। ହେଲେ ରାଜଧାନୀରେ ଜମି ଖଣ୍ଡେ ଥାଉ। ଏଭଳି ନୀତିରେ ଚାଲୁଛନ୍ତି ଦୁର୍ନୀତିଖୋର ସରକାରୀ ଅଫିସର। କାରଣ ସେମାନଙ୍କ ପତ୍ନୀ ରାଜଧାନୀରେ ଜମି କରିବାକୁ ବାଧ୍ୟ କରୁଛନ୍ତି। ଶେଷରେ ବାଧ୍ୟ ହୋଇ ସରକାରୀ ଅଫିସର ରାଜଧାନୀରେ ଜମି ଛନ୍ତି। ତଳ ପଦବୀ ଠାରୁ ଆରମ୍ଭ କରି ବଡ଼ ବଡ଼ ଅଫିସର ମଧ୍ୟ ରାଜଧାନୀର ଜମି ପ୍ରଥମ ପ୍ରସନ୍ଦ। ସେମାନେ ଦୁର୍ନୀତି କରି ଏହି ଟଙ୍କାରେ ଅନେକ ଫ୍ଲାଟ କିଣୁଛନ୍ତି। … Continue reading Corrupt officer and land purchases in the capital ।। ଦୁର୍ନୀତିଗ୍ରସ୍ତ ଅଫିସର ଓ ରାଜଧାନୀରେ ଜମି କିଣା