ଧର୍ମାନ୍ତରଣ, ସଂରକ୍ଷଣ ଏବଂ ସାମ୍ବିଧାନିକ ମର୍ଯ୍ୟାଦା || Conversion, Protection and Constitutional Dignity

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟର ଏକ ଗଭୀର ଅନ୍ତର୍ଦୃଷ୍ଟି ଭାରତୀୟ ସମ୍ବିଧାନର ଆତ୍ମା ସମାନତା ଏବଂ ସାମାଜିକ ନ୍ୟାୟ ଉପରେ ପ୍ରତିଷ୍ଠିତ। କିନ୍ତୁ ଦଶନ୍ଧି ଦଶନ୍ଧି ଧରି ‘ଅନୁସୂଚିତ ଜାତି’ (SC) ମାନ୍ୟତାକୁ ନେଇ ଯେଉଁ ଆଇନଗତ ଏବଂ ଧାର୍ମିକ ଦ୍ୱନ୍ଦ୍ୱ ରହିଥିଲା, ୨୦୨୬ ମାର୍ଚ୍ଚ ୨୪ ତାରିଖରେ ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ପିକେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଯେଉଁ ନିଷ୍ପତ୍ତି ଶୁଣାଇଛନ୍ତି, … Continue reading ଧର୍ମାନ୍ତରଣ, ସଂରକ୍ଷଣ ଏବଂ ସାମ୍ବିଧାନିକ ମର୍ଯ୍ୟାଦା || Conversion, Protection and Constitutional Dignity