କଂଗ୍ରେସର ନୂଆ ଶକ୍ତି ସଂଘର୍ଷ ! ପ୍ରିୟଙ୍କାଙ୍କଠାରୁ ହାରିଲେ ରାହୁଲ! || Congress’s new energy struggles! Rahul loses to Priyanka!

କଂଗ୍ରେସରେ ନୂଆ ଶକ୍ତି ସଂଘର୍ଷ ? କେରଳ ରାଜନୀତିରେ ରାହୁଲ-ପ୍ରିୟଙ୍କା ସମୀକରଣ ଚର୍ଚ୍ଚାରେ କଂଗ୍ରେସ ଭିତରେ ନୂଆ ଶକ୍ତି ସମୀକରଣକୁ ନେଇ ରାଜନୀତିକ ଚର୍ଚ୍ଚା ତୀବ୍ର ହୋଇଛି। କେରଳରେ ସରକାର ଗଠନ ଓ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଦଳ ଭିତରେ ହୋଇଥିବା ଆଲୋଚନା ଏବେ ଗାନ୍ଧୀ ପରିବାରର ଆଭ୍ୟନ୍ତରୀଣ ରାଜନୀତିକ ସମୀକରଣ ଉପରେ ପ୍ରଶ୍ନ ଉଠାଇଛି। ରାଜନୀତିକ ମହଳରେ ଏହାକୁ କେବଳ ରାଜ୍ୟ ସରକାର ଗଠନ ପ୍ରକ୍ରିୟା ଭାବେ ନୁହେଁ, ବରଂ କଂଗ୍ରେସ ଭିତରେ ଉଦୟ ହେଉଥିବା … Continue reading କଂଗ୍ରେସର ନୂଆ ଶକ୍ତି ସଂଘର୍ଷ ! ପ୍ରିୟଙ୍କାଙ୍କଠାରୁ ହାରିଲେ ରାହୁଲ! || Congress’s new energy struggles! Rahul loses to Priyanka!