ସଂସଦରେ କଂଗ୍ରେସର ମୁସଲମାନ ପ୍ରୀତି; ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ଦାବି କଲେ ରାହୁଲ
କଂଗ୍ରେସର ଘୋଷଣା-ପ୍ରଥମେ ମୁସଲମାନ, ପରେ ସମ୍ବିଧାନ ସମ୍ବିଧାନ ଉପରେ ରାହୁଲଙ୍କ ଦ୍ୱିତୀୟ ଆକ୍ରମଣ ଦଶନ୍ଧି ଦଶନ୍ଧି ଚାଲିଥିବା କଂଗେସର ମୁସଲମାନ ପ୍ରୀତି ଶେଷରେ ଆଜି ସଂସଦରେ ଖୋଲାଖୋଲି ପ୍ରକାଶ ପାଇଛି। ଏହାକୁ ନେଇ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ହେବାରୁ ମୁଲତବୀ ରହିଛି। ଆଜି ଲୋକସଭାର ପ୍ରଶ୍ନୋତ୍ତର କାଳରେ ବିରୋଧିଦଳ ନେତା ରାହୁଲ ଗାନ୍ଧୀ ମୁସଲମାନମାନଙ୍କୁ ସଂରକ୍ଷଣ ଦେବା ପାଇଁ ସମ୍ବିଧାନ ସଂଶୋଧନ କରିବା ପାଇଁ ଦାବି କରିଥିଲେ। ଏହାକୁ ନେଇ ଶାସକ … Continue reading ସଂସଦରେ କଂଗ୍ରେସର ମୁସଲମାନ ପ୍ରୀତି; ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ଦାବି କଲେ ରାହୁଲ
Copy and paste this URL into your WordPress site to embed
Copy and paste this code into your site to embed