ବିଗିଡ଼ି ଗଲା କଂଗ୍ରେସର ଗଣିତ || Congress’s math went wrong

ଏବେ କଠିନ ସମୟ ଦେଇ ଗତି କରୁଛି କଂଗ୍ରେସ। ନୂଆ ମୋଡ଼ରେ ପୁରୁଣା ମାମଲା ଏବେ ରାହୁଲ-ସୋନିଆଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ମାମଲା ଆଜିଠାରୁ ଆରମ୍ଭ ହୋଇଥିବା ସଂସଦ ଅଧିବେଶନର ପୂର୍ବରୁ ରାଜନୀତିକ ତାପମାତ୍ରା ବଢ଼ିବାରେ ଲାଗିଛି। ନ୍ୟାସନାଲ ହେରାଲ୍ଡ ମାମଲା ପୁଣିଥରେ ରାଜନୀତିକ ମଞ୍ଚର କେନ୍ଦ୍ରକୁ ଫେରିଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଦ୍ୱାରା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଅନ୍ୟ ଛଅ ଜଣଙ୍କ ନାମରେ ନୂତନ ଏଫଆଇଆର … Continue reading ବିଗିଡ଼ି ଗଲା କଂଗ୍ରେସର ଗଣିତ || Congress’s math went wrong