Congress will not change leadership in Karnataka।। ଉତ୍ତର ସ୍ପଷ୍ଟ: କଂଗ୍ରେସ କର୍ଣ୍ଣାଟକରେ ବଦଳେଇବ ନାହିଁ ନେତୃତ୍ୱ

ଗତକିଛି ଦିନ ହେବ ଉଷ୍ମ ହୋଇଛି କର୍ଣ୍ଣାଟକ ରାଜନୀତି। କର୍ଣ୍ଣାଟକରେ ସମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନର ଆଲୋଚନା ମଧ୍ୟରେ, କଂଗ୍ରେସ ମହାସଚିବ ରଣଦୀପ ସୁରଜେୱାଲା କହିଛନ୍ତି ଯେ ଏପରି କୌଣସି ଆଲୋଚନା ଚାଲି ନାହିଁ। ଅନେକ କଂଗ୍ରେସ ନେତାଙ୍କ ବୟାନ ଏବଂ ଡିକେ ଶିବକୁମାରଙ୍କ ସମର୍ଥକଙ୍କ ପକ୍ଷରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି ମଧ୍ୟରେ କଂଗ୍ରେସ ପକ୍ଷରୁ ଏଭଳି କିଛି ସ୍ପଷ୍ଟୀକରଣ ଆସିଛି। କିଛିଦିନ ତଳେ କଂଗ୍ରେସ ବିଧାୟକ ଇକବାଲ ହୁସେନ ଦାବି କରିଥିଲେ ଯେ, ପ୍ରାୟ … Continue reading Congress will not change leadership in Karnataka।। ଉତ୍ତର ସ୍ପଷ୍ଟ: କଂଗ୍ରେସ କର୍ଣ୍ଣାଟକରେ ବଦଳେଇବ ନାହିଁ ନେତୃତ୍ୱ