‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ ଭଙ୍ଗ କରିବାକୁ ଜୋରଧରିଲା କଂଗ୍ରେସର ଦାବି || Congress strongly demands dissolution of ‘Shri Ram Janmabhoomi Teerth Kshetra Trust’

ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଦାନ ଆତ୍ମସାତ ଅଭିଯୋଗକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାର ଏବଂ ବିଜେପି-ଆରଏସଏସ କୁ ତୀବ୍ର ସମାଲୋଚନା କରିବା ସହ ଦେଶର କୋଟି କୋଟି ଜନସାଧାରଣଙ୍କ ଆସ୍ଥା ସହ ବିଶ୍ୱାସଘାତକତା କରାଯାଇଛି ବୋଲି ଅଭିଯୋଗ କରିଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଚାରୋଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏବଂ ମୁଖପାତ୍ର ପବନ ଖେଡ଼ା ଏକ … Continue reading ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ ଭଙ୍ଗ କରିବାକୁ ଜୋରଧରିଲା କଂଗ୍ରେସର ଦାବି || Congress strongly demands dissolution of ‘Shri Ram Janmabhoomi Teerth Kshetra Trust’