ଖ୍ରୀଷ୍ଟମାସରେ ଦେଶବ୍ୟାପୀ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିଛି ସ୍ଥାନରେ ଖ୍ରୀଷ୍ଟମାସ ପାଳନ ସମୟରେ ବିଶୃଙ୍ଖଳାର ରିପୋର୍ଟ ମଧ୍ୟ ଆସିଥିଲା । କଂଗ୍ରେସ ଦଳ ଏ ବିଷୟରେ ପ୍ରଶ୍ନ ଉଠାଇଛି। ଖ୍ରୀଷ୍ଟମାସ ପାଳନରେ ବାଧା ସୃଷ୍ଟି ହୋଇଥିବା ଅଭିଯୋଗର ଉଦାହରଣ ଦେଇ କଂଗ୍ରେସ ନେତା ପବନ ଖେରା ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ କେରଳରେ ବିଧାନସଭା ନିର୍ବାଚନ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସକାଳେ ଚର୍ଚ୍ଚ ଯାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ … Continue reading Congress slams government ।। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କେରଳର ଚର୍ଚ୍ଚକୁ ଗଲେ କିନ୍ତୁ ‘ଗୁଣ୍ଡା’ଙ୍କୁ ରୋକିବାରେ ବିଫଳ ହେଲେ; କଂଗ୍ରେସ ସରକାରଙ୍କୁ ସମାଲୋଚନା କଲା
Copy and paste this URL into your WordPress site to embed
Copy and paste this code into your site to embed