Congress–Shame–Scandal || କଂଗ୍ରେସ–କଳଙ୍କ–କନ୍ଦଳ

ଓଡ଼ିଶା ରାଜନୀତିରେ କଂଗ୍ରେସ ଦଳର ଅବସ୍ଥାକୁ ବୁଝିବା ପାଇଁ ଆଜି କୌଣସି ନୂଆ ଗଣିତ କିମ୍ବା ଅସାଧାରଣ ବିଶ୍ଳେଷଣର ଆବଶ୍ୟକତା ନାହିଁ। ପ୍ରାୟ ୨୬ ବର୍ଷ ଧରି ରାଜ୍ୟରେ ହୋଇଥିବା ସମସ୍ତ ପ୍ରକାର ନିର୍ବାଚନ; ସାଧାରଣ ନିର୍ବାଚନ, ବିଧାନସଭା, ରାଜ୍ୟସଭା, ଉପନିର୍ବାଚନ-ସବୁଥିରେ ଗୋଟିଏ ଦୃଶ୍ୟ ପୁନରାବୃତ୍ତି ହୋଇଆସୁଛି। କଂଗ୍ରେସ ଲଢ଼ୁଛି, କିନ୍ତୁ ଜିତିପାରୁନାହିଁ। ସଂଘର୍ଷ ଅଛି, କିନ୍ତୁ ସଫଳତାର ସ୍ୱାଦ ନାହିଁ। ଏହି ଦୀର୍ଘ ବିଫଳତାର ପଛରେ କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ କିଛି ଗଭୀର … Continue reading Congress–Shame–Scandal || କଂଗ୍ରେସ–କଳଙ୍କ–କନ୍ଦଳ