ମନ୍ତ୍ରୀଙ୍କ ଇସ୍ତଫା ବିଲ୍‌କୁ କଂଗ୍ରେସର ବିରୋଧ;ବିଜେପି କହିଲା ‘ଭ୍ରଷ୍ଟାଚାରକୁ ସୁରକ୍ଷା ଦେଉଛି ବିରୋଧୀ ଦଳ’ || Congress opposes minister’s resignation bill; BJP says ‘opposition party is protecting corruption’

କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ କୁ ବିରୋଧ କରୁଥିବାରୁ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଉପରେ ତୀବ୍ର ବର୍ଷିଛନ୍ତି ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା। ସେ ଅଭିଯୋଗ କରିଛନ୍ତି ଯେ, ଏହି ଦଳଗୁଡ଼ିକ କେବଳ ନିଜର ଦୁର୍ନୀତି ଏବଂ ଭ୍ରଷ୍ଟାଚାରକୁ ସୁରକ୍ଷା ଦେବା ପାଇଁ ଏହି ଐତିହାସିକ ବିଲ୍‌କୁ ବିରୋଧ କରୁଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିରୋଧୀ … Continue reading ମନ୍ତ୍ରୀଙ୍କ ଇସ୍ତଫା ବିଲ୍‌କୁ କଂଗ୍ରେସର ବିରୋଧ;ବିଜେପି କହିଲା ‘ଭ୍ରଷ୍ଟାଚାରକୁ ସୁରକ୍ଷା ଦେଉଛି ବିରୋଧୀ ଦଳ’ || Congress opposes minister’s resignation bill; BJP says ‘opposition party is protecting corruption’