Congress’ new drama: search of Vibhishan, Ravan || କଂଗ୍ରେସର ନୂଆ ନାଟକ: ବିଭୀଷଣ, ରାବଣ ଖୋଜା

ନୂଆପଡ଼ା ଉପନିର୍ବାଚନରେ ପରାଜୟ ରାଜ୍ୟ କଂଗ୍ରେସକୁ ପୁଣିଥରେ ଗଭୀର ଅନ୍ତର୍ଦ୍ୱନ୍ଦ୍ୱ ଭିତରକୁ ଠେଲି ଦେଇଛି। ଦଶନ୍ଧି ପରେ ପୁଣି ନିର୍ବାଚନୀ ସଫଳତା ପାଇବା ପାଇଁ ଏକ ସୁଯୋଗ ପାଇଥିବା କଂଗ୍ରେସ ନିଜେ ତାହାକୁ ହରାଇ ଦେଇଛି। ବିଜୁ ଜନତା ଦଳର ପତନ ଓ ବିଜେପିର ଶୀଘ୍ର ପ୍ରଭୁତ୍ୱ ବୃଦ୍ଧି ମଝିରେ- ନୂଆପଡ଼ାକୁ ନିଜର ମଜବୁତ ପାଦ ରଖିବାର ଅବସର ବୋଲି କଂଗ୍ରେସ ଦେଖୁଥିଲା। କିନ୍ତୁ ଫଳାଫଳ ସ୍ପଷ୍ଟ- କଂଗ୍ରେସ ଖାଲି ପରାଜିତ ହେଲା ତା’ ନୁହେଁ, ଭଦ୍ରଭାବରେ … Continue reading Congress’ new drama: search of Vibhishan, Ravan || କଂଗ୍ରେସର ନୂଆ ନାଟକ: ବିଭୀଷଣ, ରାବଣ ଖୋଜା