Congress moves to corner the Supreme Court: Why is the court’s silence raising concerns? II ସୁପ୍ରିମକୋର୍ଟଙ୍କୁ ଘେରିବାକୁ କଂଗ୍ରେସର ହାଜିରୀ: ନ୍ୟାୟାଳୟଙ୍କ ଚୁପ୍‌ରହିବା କାହିଁକି ବଢ଼ାଉଛି ଚିନ୍ତା?

ଦେଶର ଇତିହାସରେ ପ୍ରଥମଥର ପାଇଁ ଏଭଳି ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଲା, ଯେତେବେଳେ ଦେଶର ମୁଖ୍ୟ ବିରୋଧୀ ଦଳ ଏବଂ ସେମାନଙ୍କ ସହଯୋଗୀ ଦଳଗୁଡ଼ିକ ଏକ ବିରାଟ ଭିଡ଼ ଧରି ସିଧାସିଧା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କିମ୍ବା କହିବାକୁ ଗଲେ ସୁପ୍ରିମକୋର୍ଟଙ୍କୁ ଘେରାଉ କରିବାକୁ ପହଞ୍ଚିଗଲେ। କିନ୍ତୁ ପ୍ରଶ୍ନ ଆସୁଛି—ଏହାର ପୃଷ୍ଠଭୂମି କ’ଣ ଥିଲା? ଟିକେ ପଛକୁ ଫେରି ଦେଖିବା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଥିଲେ ଯେ, … Continue reading Congress moves to corner the Supreme Court: Why is the court’s silence raising concerns? II ସୁପ୍ରିମକୋର୍ଟଙ୍କୁ ଘେରିବାକୁ କଂଗ୍ରେସର ହାଜିରୀ: ନ୍ୟାୟାଳୟଙ୍କ ଚୁପ୍‌ରହିବା କାହିଁକି ବଢ଼ାଉଛି ଚିନ୍ତା?