ବିଧାନସଭାରେ ବିଶୃଙ୍ଖଳା ଆଚରଣ ପାଇଁ ତାରା ୭ ଦିନ ନିଲମ୍ବିତ

Assembly: ବିଧାନସଭାରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ କରିଛନ୍ତି। ଗୃହରେ କଂଗ୍ରେସ ବିଧାୟକଙ୍କ ବାରମ୍ବାର ହଟ୍ଟଗୋଳ ପରେ ଓଡ଼ିଶା ବିଧାନସଭା ବାଚସ୍ପତି ଏହି ପଦକ୍ଷେପ ନେଇଛନ୍ତି। ସୋମବାର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭା ଭିତରେ ଥିବା ମାଇକ୍ରୋଫୋନ୍ ଭାଙ୍ଗି ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଚେତାବନୀ ସତ୍ତ୍ୱେ ବିଧାୟକ ମଙ୍ଗଳବାର ମଧ୍ୟ ବିଶୃଙ୍ଖଳିତ ଆଚରଣ ଜାରି ରଖିଥିବା ଅଭିଯୋଗ ହୋଇଛି। ତାଙ୍କ … Continue reading ବିଧାନସଭାରେ ବିଶୃଙ୍ଖଳା ଆଚରଣ ପାଇଁ ତାରା ୭ ଦିନ ନିଲମ୍ବିତ