Congress leaders target judiciary ।। ନ୍ୟାୟପାଳିକା ଉପରେ କଂଗ୍ରେସର ଆକ୍ରମଣ!

ସୀମା ଟପୁଛି କଂଗ୍ରେସ। ସେନା, ସରକାର, ଇଡି, ସିବିଆଇ, ନିର୍ବାଚନ ଆୟୋଗଙ୍କ ପରେ ଏବେ ନ୍ୟାୟପାଳିକା ଉପରେ ଆରମ୍ଭ କରିଛି ଆକ୍ରମଣ। ନ୍ୟାୟପାଳିକାକୁ ନିନ୍ଦିତ କରିବା ପାଇଁ ବଡ଼ ଷଡଯନ୍ତ୍ର କରୁଛି କଂଗ୍ରେସ। ନିଜ ଭୁଲ ଲୁଚେଇବା ପାଇଁ କଂଗ୍ରେସ ଏବେ ଦେଶର ବିଭିନ୍ନ ସଂସ୍ଥା ଛବି ଖରାପ କରିବାକୁ ଲାଗିଛି ବୋଲି କୁହାଯାଉଛି। ରାହୁଲ ଗାନ୍ଧୀଙ୍କୁ ସୁପ୍ରିମୋକୋର୍ଟ ସମାଲୋଚନା ପରେ କଂଗ୍ରେସ ସଂସଦ ପ୍ରିୟଙ୍କା ଗାନ୍ଧୀ ଆଉ ଓଡ଼ିଶା ପିସିସି ସଭାପତି ଯାହା ବୟାନ ଦେଇଛନ୍ତି … Continue reading Congress leaders target judiciary ।। ନ୍ୟାୟପାଳିକା ଉପରେ କଂଗ୍ରେସର ଆକ୍ରମଣ!