କଂଗ୍ରେସ ଫେରିବେ ‘କଂଗ୍ରେସ’ ନେତା

ଶୀର୍ଷକ ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କଂଗ୍ରେସର ନେତା ତ’ କଂଗ୍ରେସକୁ କ’ଣ ଫେରିବେ? ହଁ, ଆପଣ ଏହାକୁ ଘର ବାହୁଡ଼ା କହିପାରନ୍ତି। କିନ୍ତୁ କିଛି ‘କଂଗ୍ରେସ’ ନେତା ଏବେ ନିଜର ଅସ୍ତିତ୍ୱ ପାଇଁ କଂଗ୍ରେସକୁ ହିଁ ଆଶ୍ରୟସ୍ଥଳଭାବେ ବାଛିବାକୁ ଯାଉଛନ୍ତି। ଯେଉଁ ଦଳରେ ସେମାନେ ଦିନେ’ ସବୁକିଛି ଥିଲେ ସେହି ଦଳରେ ସେହି ମର୍ଯ୍ୟାଦା ପାଇବା ଲାଗି ସେମାନେ ଆଶା କରିଛନ୍ତି। ଏହା କେତେଦୂର ବାସ୍ତବ ହେବ ତା’ ତ କହିବା ମୁସ୍କିଲ୍‍ କିନ୍ତୁ ବିଜେଡିରେ … Continue reading କଂଗ୍ରେସ ଫେରିବେ ‘କଂଗ୍ରେସ’ ନେତା