ଗାନ୍ଧି ପରିବାର ହିଁ ମୋତେ ତିଆରି କରି ନଷ୍ଟ କରିଛି; ମଣିଶଙ୍କର ଆୟାର ନିଜ ରାଜନୈତିକ କ୍ୟାରିୟରକୁ ନେଇ କାହିଁକି ଏପରି କହିଲେ?

Mani Shankar Aiyar : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାର ତାଙ୍କ ଏକ ପୁସ୍ତକରେ ଅନେକ ରାଜନୈତିକ ଘଟଣାକ୍ରମ ବିଷୟରେ ଉଲ୍ଲେଖ କରିଛନ୍ତି। ‘ଏ ମାଭେରିକ୍ ଇନ୍ ପଲିଟିକ୍ସ’ ପୁସ୍ତକରେ ସେ ନରେନ୍ଦ୍ର ମୋଦୀଙ୍କ ‘ଚା’ ବାଲା’ ମନ୍ତବ୍ୟ ଉପରେ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମୁଁ କେବେ ମୋଦିଙ୍କୁ ଚା’ ବାଲା ବୋଲି କହିନଥିଲି। ପ୍ରଣବ, ମନମୋହନ, ସୋନିଆଙ୍କୁ ନେଇ ମଧ୍ୟ ସେ ଅନେକ ଦାବି କରିଛନ୍ତି। କଂଗ୍ରେସ ନେତା … Continue reading ଗାନ୍ଧି ପରିବାର ହିଁ ମୋତେ ତିଆରି କରି ନଷ୍ଟ କରିଛି; ମଣିଶଙ୍କର ଆୟାର ନିଜ ରାଜନୈତିକ କ୍ୟାରିୟରକୁ ନେଇ କାହିଁକି ଏପରି କହିଲେ?