Congress is losing self-confidence, BJP and BJP fight ।। ଆତ୍ମବିଶ୍ୱାସ ହରାଉଛି କଂଗ୍ରେସ ବିଜେପି ଓ ବିଜେଡି ଲଢ଼େଇ

ନୂଆପଡ଼ା ଉପନିର୍ବାଚନ ପାଇଁ ଚା’ ଖଟିର ଆଲୋଚନା କିମ୍ବା ରାଜନୀତିରେ ରୁଚି ରଖୁଥିବା ସଚେତନ ନାଗରିକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ତା ମଧ୍ୟରୁ ଯେଉଁ କିଛି ପ୍ରଶ୍ନ ସାମ୍ନାକୁ ଆସୁଛି ସେ ଭିତରେ କିଛି ସାଧାରଣ ପ୍ରଶ୍ନ ହେଲା- ସ୍ଥିତି କେମତି ଅଛି, ଜିତିବ କିଏ? ‘ଜୟ ଢୋଲକିଆ’ ବିଜେପିର ସମ୍ପତ୍ତି ହେବ କି ବିପତ୍ତି? ଆଦିବାସୀ ଭୋଟ୍‍ ’ଘାସିରାମ ମାଝି’ଙ୍କ ଆଡ଼କୁ ଢଳିବ ନା ନାହିଁ? ମହିଳା ଓ ଦଳିତଙ୍କ ଭୋଟ କ’ଣ ବିଜେଡି … Continue reading Congress is losing self-confidence, BJP and BJP fight ।। ଆତ୍ମବିଶ୍ୱାସ ହରାଉଛି କଂଗ୍ରେସ ବିଜେପି ଓ ବିଜେଡି ଲଢ଼େଇ