ହତାଶା ଓ ନିରାଶାରେ କଂଗ୍ରେସ! || Congress in despair and hopelessness!

ଭାରତୀୟ ଗଣତନ୍ତ୍ରର ଇତିହାସରେ କୌଣସି ବି ଦଳ ଚିରକାଳ ଜିତି ନାହିଁ କିମ୍ବା ଚିରକାଳ ହାରି ନାହିଁ। କିନ୍ତୁ ପରାଜୟ ପରେ ଦଳର ଆଭିମୁଖ୍ୟ ଏବଂ ଲଢ଼ିବାର ଜିଦ୍ ହିଁ ତାହାର ଭବିଷ୍ୟତ ନିର୍ଦ୍ଧାରଣ କରେ। ଦୀର୍ଘ ୧୨ ବର୍ଷ ଧରି କେନ୍ଦ୍ର କ୍ଷମତାରୁ ଦୂରେଇ ରହିବା ପରେ ଭାରତର ସବୁଠୁ ପୁରୁଣା ଦଳ କଂଗ୍ରେସ ଏବେ ଏକ ଅଦ୍ଭୁତପୂର୍ବ ନିରାଶା ଓ ହତାଶା ମଧ୍ୟରେ ଗତି କରୁଛି। ଏହି ହତାଶା ଏବେ ଏପରି ଏକ ସ୍ତରରେ … Continue reading ହତାଶା ଓ ନିରାଶାରେ କଂଗ୍ରେସ! || Congress in despair and hopelessness!