ସ୍ପଷ୍ଟ କଲା କଂଗ୍ରେସ; ବିଜେପି ନେବ ୩ ଆସନ-ଡିଲ ଫାଇନାଲ କରିବେ ଶାହ
ଭାରତୀୟ ନିର୍ବାଚନ କମିଶନ ରାଜ୍ୟସଭା ନିର୍ବାଚନ ସୂଚୀ ବୁଧବାର ଘୋଷଣା କରିଛନ୍ତି। ଏହି ଘୋଷଣାର କିଛି ସମୟ ପରେ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ତାଙ୍କ ଦଳ ଜଣେ ଦଳୀୟ ନେତାଙ୍କୁ ପ୍ରାର୍ଥୀ କରିବ। ରାମଚନ୍ଦ୍ର କାଡାମଙ୍କ ଏହି ଘୋଷଣା କରିବା ପରେ ଆଗାମୀ ମାର୍ଚ୍ଚ ୧୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଶାସକ ଦଳ ବିଜେପି ୪ଟି ଆସନ ମଧ୍ୟରୁ ୩ଟି ନିଶ୍ଚିତ ନେବ ବୋଲି ସ୍ପଷ୍ଟ ହୋଇଯାଇଛି। ବିଜେପି … Continue reading ସ୍ପଷ୍ଟ କଲା କଂଗ୍ରେସ; ବିଜେପି ନେବ ୩ ଆସନ-ଡିଲ ଫାଇନାଲ କରିବେ ଶାହ
Copy and paste this URL into your WordPress site to embed
Copy and paste this code into your site to embed