କଂଗ୍ରେସ ଶିବିରରେ କମ୍ପନ ଭକ୍ତଙ୍କ ଗୋଠରୁ ବାହାରେ ୫ବିଧାୟକ || Congress camp shaken: 5 MLAs leave Bhakta group

ଓଡ଼ିଶା ରାଜନୀତିର ପାଣିପାଗ ଏବେ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ ପ୍ରତିଟି ଭୋଟ୍‌ର ମୂଲ୍ୟ ଏବେ ସୁନାଠାରୁ ବି ଅଧିକ ମନେ ହେଉଛି। ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଚାଲିଥିବା ରଣନୀତି ଭିତରେ ସବୁଠୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC)। ବିଧାୟକଙ୍କୁ ଏକଜୁଟ ରଖିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ‘ରିସୋର୍ଟ ପଲିଟିକ୍ସ’ର ସାହାରା ନେଇଥିଲେ ହେଁ, ଦଳର ସବୁ ବିଧାୟକ … Continue reading କଂଗ୍ରେସ ଶିବିରରେ କମ୍ପନ ଭକ୍ତଙ୍କ ଗୋଠରୁ ବାହାରେ ୫ବିଧାୟକ || Congress camp shaken: 5 MLAs leave Bhakta group