ନିଷ୍ପ୍ରଭ ବିଜେଡ଼ି: ଓଡ଼ିଶାରେ କଂଗ୍ରେସ ଏବେ ଶକ୍ତିଶାଳୀ ବିରୋଧୀ
Congress: ବିଧାନସଭାରେ ପୁନର୍ଜୀବିତ ପ୍ରୟାସରେ କଂଗ୍ରେସ ଦଳ ନିଜର ଉପସ୍ଥିତିକୁ ଯଥେଷ୍ଟ ବୃଦ୍ଧି କରି ବିଜୁ ଜନତା ଦଳ (ବିଜେଡି) ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୨୦୨୪ ସାଧାରଣ ନିର୍ବାଚନରେ ୨୪ ଧରି କ୍ଷମତାରେ ଥିବା ବିଜେଡ଼ି ମାଟି କାମୁଡିଥିବା ବେଳେ କ୍ଷମତା ଅକ୍ତିଆର କରିଛି ବିଜେପି। ତେବେ ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ମୁଖ୍ୟ ବିରୋଧୀ ଦଳ ହୋଇଛି। ମାତ୍ର ଏଥର ମିଶାଇକୁ ବିଧାନସଭାର ତିନୋଟି ଅଧିବେଶନରେ ବିଜେଡିକୁ ଭାରି ପଡିଛି କଂଗ୍ରେସ। ପାରମ୍ପରିକ … Continue reading ନିଷ୍ପ୍ରଭ ବିଜେଡ଼ି: ଓଡ଼ିଶାରେ କଂଗ୍ରେସ ଏବେ ଶକ୍ତିଶାଳୀ ବିରୋଧୀ
Copy and paste this URL into your WordPress site to embed
Copy and paste this code into your site to embed