Congress alleges that Minister Krishna Chandra Patra is a fraud || କଂଗ୍ରେସର ଅଭିଯୋଗ, ଜାଲ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଗତ ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନରେ ୫୫ ନମ୍ବର ଢେଙ୍କାନାଳ ବିଧାନସଭା ଆସନ ପାଇଁ କୃଷ୍ଣଚନ୍ଦ୍ର ପାତ୍ର ଭାରତୀୟ ଜନତାପାର୍ଟି ତରଫରୁ ପ୍ରାର୍ଥୀ ହିସାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ସେ ମଧ୍ୟ ସେହି ଆସନରୁ ବିଜୟୀ ହେବା ସହିତ ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ହୋଇଛନ୍ତି । କିନ୍ତୁ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କ ନାମାଙ୍କନ ପତ୍ର ଦାଖଲ କଲାବେଳେ ଯେଉଁ ପାନ ନମ୍ବରଟି ଦେଇଛନ୍ତି ତାହା ହେଉଛି ଏକେକେକେପିପି୩୩୪୨ଆର୍ (AKKPP3342R)। … Continue reading Congress alleges that Minister Krishna Chandra Patra is a fraud || କଂଗ୍ରେସର ଅଭିଯୋଗ, ଜାଲ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର