ରଣବୀର ଅଲ୍ଲାହବାଦିଆଙ୍କ ବିରୋଧରେ ଅଭିଯୋଗ, ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ ସେଟ୍ ରେ ପହଞ୍ଚିଲା ମୁମ୍ବାଇ ପୁଲିସ
India Got Latent Controversy: ରଣବୀର ଅଲ୍ଲାହବାଦିଆଙ୍କ ସହ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅପୂର୍ବା ମଖିଜା, ହାସ୍ୟ ଅଭିନେତା ସମୟ ରାଇନା ଏବଂ ଇଣ୍ଡିଆଜ ଗଟ୍ ଲ୍ୟାଟେଣ୍ଟର ଆୟୋଜକଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଚେତାବନୀ ଦେଇଛନ୍ତି ଯେ, ଶାଳୀନତାର ସୀମା ଅତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିବ୍ୟକ୍ତିର ସ୍ୱାଧୀନତାକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ। ହାସ୍ୟ ଅଭିନେତା ସମୟ ରାଇନାଙ୍କ ହିଟ୍ ଷ୍ଟାଣ୍ଡଅପ୍ କମେଡି ଶୋ’ ‘ଇଣ୍ଡିଆଜ୍ ଗଟ୍ … Continue reading ରଣବୀର ଅଲ୍ଲାହବାଦିଆଙ୍କ ବିରୋଧରେ ଅଭିଯୋଗ, ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ ସେଟ୍ ରେ ପହଞ୍ଚିଲା ମୁମ୍ବାଇ ପୁଲିସ
Copy and paste this URL into your WordPress site to embed
Copy and paste this code into your site to embed