Competition in Odisha administration to stay in Chief Minister’s good books! ମୁଖ୍ୟମନ୍ତ୍ରୀଙ୍କ ଖାସ୍ ହେବାକୁ ଚାଲିଛି ପ୍ରତିଯୋଗିତା!

ବଦଳିଛି ସରକାର ହେଲେ ବଦଳି ପାରି ନାହାନ୍ତି ବାବୁ ବାବୁଆଣୀ। ଏବେ ରାଜ୍ୟ ପ୍ରଶାସନରେ କାମ କମ ତେଲମରା ଅଧିକ ଚାଲିଛି ବୋଲି ହେଉଛି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ନିକଟର ହେବାକୁ ଚାଲିଛି ବଡ଼ ପ୍ରତିଯୋଗିତା। ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରି ବାହାବାହା ନେବକୁ କେମିତି ଯୋଜାନା କରିଛନ୍ତି ଆଇଏଏସ ଅଧିକାରୀ ଏହି ଆଲେଖ୍ୟ ପଢି ଆପଣ ଜାଣି ପାରିବେ। ରାଜ୍ୟରେ ସମସ୍ୟା ମାଳମାଳ ଆଉ ସରକାରଙ୍କ ପ୍ରତିଶ୍ରୁତି ଫାଳଫାଳ ହୋଇଥିବା ବେଳେ କିପରି ସରକାରଙ୍କ ଗୁଣଗାନ ହେଉଛି … Continue reading Competition in Odisha administration to stay in Chief Minister’s good books! ମୁଖ୍ୟମନ୍ତ୍ରୀଙ୍କ ଖାସ୍ ହେବାକୁ ଚାଲିଛି ପ୍ରତିଯୋଗିତା!