ଭୁବନେଶ୍ୱରର ଲୋୟର ପିଏମ୍ଜି ଓ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଓଲା, ଉବେର୍ ଏବଂ ରାପିଡୋ ଭଳି ଆପ୍-ଆଧାରିତ କ୍ୟାବ୍ ଓ ବାଇକ୍ ଚାଳକମାନଙ୍କ ଦ୍ୱାରା ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ଓ ଆଇନଶୃଙ୍ଖଳା ଭଙ୍ଗ ଘଟଣାରେ କମିଶନରେଟ୍ ପୋଲିସ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଏହି ହିଂସାକାଣ୍ଡ ଏବଂ ପୋଲିସ ଉପରକୁ ଆକ୍ରମଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଡ୍ରାଇଭର୍ ଆସୋସିଏସନ୍ ର ସଭାପତିଙ୍କୁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପୁରୀରୁ ଗିରଫ କରିଛି। ରାଜଧାନୀରେ ଉପଦ୍ରବ … Continue reading ରାଜଧାନୀରେ ହିଂସାତ୍ମକ ହୋଇଥିବା ଅନ୍ଲାଇନ୍ ଡ୍ରାଇଭର୍ଙ୍କ ସଂଘ ସଭାପତିକୁ ପୁରୀରୁ ଗିରଫ କଲା କମିଶନରେଟ୍ ପୋଲିସ || Commissionerate Police arrests president of online drivers’ association from Puri, who was involved in violence in the capital
Copy and paste this URL into your WordPress site to embed
Copy and paste this code into your site to embed