ଧାନ ମଣ୍ଡିରେ ଚାଷୀ ବେଶରେ ପହଞ୍ଚିଲେ ଜିଲ୍ଲାପାଳ

କଟନୀ ଛଟନୀ ଅଭିଯୋଗର କଲେ ତଦନ୍ତ ମଣ୍ଡି ସଂପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହାଫ୍‌ ପ୍ୟାଣ୍ଟ୍‌କୁ ବେକରେ ଗାମୁଛା । ମୁହଁରେ ମାସ୍କ ପିନ୍ଧି ମଣ୍ଡିରେ ପହଞ୍ଚିଲେ ଜିଲ୍ଲାପାଳ । ୪ ତାରିଖ ଧାନ ବିକିବାକୁ ଟୋକନ୍‌ ମିଳିଛି । ଧାନ ଆଣିବି କି ବୋଲି ମଣ୍ଡିରେ ପଚାରିଲେ । ହେଲେ ୧୬ ତାରିଖରେ ଧାନ ଆଣ ବୋଲି ମଣ୍ଡି ସମ୍ପାଦକ କହିଥିଲେ । ପୁଣି ୧୫ରୁ ୧୬ କେଜି ଯାଏ ଧାନ କାଟିବେ ବୋଲି … Continue reading ଧାନ ମଣ୍ଡିରେ ଚାଷୀ ବେଶରେ ପହଞ୍ଚିଲେ ଜିଲ୍ଲାପାଳ