ରାଷ୍ଟ୍ରପତି ଓ ମମତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ? || Cold war between the President and Mamata?

ଭାରତୀୟ ସମ୍ବିଧାନରେ ରାଷ୍ଟ୍ରପତି ହେଉଛନ୍ତି ସର୍ବୋଚ୍ଚ ସାମ୍ବିଧାନିକ ମୁଖ୍ୟ ଏବଂ ପ୍ରଥମ ନାଗରିକ। ଦେଶର ଯେକୌଣସି ପ୍ରାନ୍ତକୁ ରାଷ୍ଟ୍ରପତି ଗସ୍ତ କଲେ, ତାଙ୍କର ସମ୍ମାନ ଓ ପ୍ରୋଟୋକଲ ରକ୍ଷା କରିବା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ। କିନ୍ତୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ଏହି ମର୍ଯ୍ୟାଦାକୁ ପାଦରେ ଦଳି ଦେଇଥିବା ଅଭିଯୋଗ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ଯେଉଁଭଳି ବ୍ୟବହାର କରାଗଲା, ତାହା କେବଳ ତାଙ୍କୁ ନୁହେଁ ବରଂ ସମଗ୍ର ସାମ୍ବିଧାନିକ … Continue reading ରାଷ୍ଟ୍ରପତି ଓ ମମତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ? || Cold war between the President and Mamata?