ହାର୍ଟକୁ ସୁସ୍ଥ ରଖେ ନଡ଼ିଆ ତେଲ

Coconut Oil: ଆମ ଦେଶରେ ନଡ଼ିଆ ତେଲକୁ ବହୁ କାର୍ଯ୍ୟପାଇଁ ବ୍ୟବହାର କରାଯାଏ । ସାଧାରଣତଃ ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ନଡ଼ିଆ ତେଲ ଏକ ଔଷଧୀୟ ତେଲ ଭାବେ ପରିଗଣିତ ହୋଇଥାଏ । ସମସ୍ତେ ଜାଣିଥାନ୍ତି ଯେ ନଡ଼ିଆ ତେଲ ଚୁଟି ପାଇଁ ବହୁତ ଲାଭ ଦାୟକ। କିନ୍ତୁ ଆପଣ ଜାଣିଛନ୍ତି କି ନଡ଼ିଆ ତେଲ ହାର୍ଟ ଓ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ଅଟେ । … Continue reading ହାର୍ଟକୁ ସୁସ୍ଥ ରଖେ ନଡ଼ିଆ ତେଲ