‘Cockroach’ leader to go to jail again! II ପୁଣି ଜେଲ ଯିବେ କକ୍ରୋଚ୍ ନେତା !
ସୌରଭ ଦାସଙ୍କ ପାସପୋର୍ଟ ମାମଲା, ତାଙ୍କୁ ବିମାନବନ୍ଦରରେ ଅଟକାଯିବା, ହାଇକୋର୍ଟରେ ଲୁକ୍ଆଉଟ୍ ସର୍କୁଲାର ସମ୍ପର୍କିତ ତଥ୍ୟ ଏବଂ ନାଗପୁରରେ ଚାଲିଥିବା କାର୍ଯ୍ୟକ୍ରମଗୁଡ଼ିକୁ ନେଇ ବଡ଼ ଦାବି ଓ ପ୍ରଶ୍ନ ଉଠାଯାଇଛି। ପ୍ରଶ୍ନ ଉଠୁଛି—ପାସପୋର୍ଟରେ ଥିବା ତଥ୍ୟଗତ ଅସଙ୍ଗତିକୁ ନେଇ ଆଇନଗତ ଭାବେ କ’ଣ ପରିସ୍ଥିତି ଉପୁଜିପାରେ? ବିମାନବନ୍ଦରରେ ଅଟକାଯିବା ପଛର ପ୍ରକୃତ କାରଣ କ’ଣ? ଆଉ ସଡ଼କରେ ଚାଲିଥିବା ଏହି ଆନ୍ଦୋଳନ ଓ ବୟାନବାଜିର ରାଜନୈତିକ ବାସ୍ତବତା କ’ଣ? ବିମାନବନ୍ଦରରେ ଅଟକାଯିବା ଓ ଲୁକ୍ଆଉଟ୍ ସର୍କୁଲାରର ପ୍ରସଙ୍ଗ … Continue reading ‘Cockroach’ leader to go to jail again! II ପୁଣି ଜେଲ ଯିବେ କକ୍ରୋଚ୍ ନେତା !
Copy and paste this URL into your WordPress site to embed
Copy and paste this code into your site to embed