CMO ରେ cockroach || Cockroach in CMO

ସିଏମଓରେ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା: ଶାସନ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ; ସରକାରୀ ବୈଠକର ଭିଜୁଆଲ୍ ଲିକ୍ ହେବା ପରେ ରାଜନୈତିକ ମହଳରେ ତର୍କ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ର ଏକ ବୈଠକ ସମ୍ବନ୍ଧୀୟ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଳରେ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ଏକ ସମୟରେ କ୍ୟାମେରା ପଛରୁ “ସାର… ଟିକେ ଡିସକସନ କରନ୍ତୁ… ଭଲ ଭିଜୁଆଲ ହେବ…” ବୋଲି ଶୁଣିବାକୁ … Continue reading CMO ରେ cockroach || Cockroach in CMO