ଦିଲ୍ଲୀ-ଏନସିଆରରେ ଦୁଇଦିନରେ ଦ୍ଵିତୀୟ ଥର ପାଇଁ ବଢ଼ିଲା ସିଏନଜି ମୂଲ୍ୟ || CNG prices increased for the second time in two days in Delhi-NCR

ସମଗ୍ର ଦିଲ୍ଲୀ-ଏନସିଆରରେ ପ୍ରାକୃତିକ ଗ୍ୟାସ (ସିଏନଜି) ର କମ ଷ୍ଟକକୁ ନେଇ ପୁଣି ଥରେ ବଢିଛି ଦାମ । ରବିବାର ଠାରୁ କିଲୋ ପିଛା ମୂଲ୍ୟ ୧ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ରବିବାର ଠାରୁ କାର୍ଯ୍ୟକାରୀ ଏହି ନିୟମ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ପାଇଁ ବୃଦ୍ଧି ହୋଇଛି । ସଂଶୋଧନ ପରେ, ଦିଲ୍ଲୀରେ ସିଏନଜିର ମୂଲ୍ୟ ଏବେ ୮୦.୦୯ ଟଙ୍କା ପ୍ରତି କିଲୋ ରହିଛି । ନୋଏଡା ଏବଂ ଗାଜିଆବାଦରେ, ମୂଲ୍ୟ କିଲୋ ପିଛା … Continue reading ଦିଲ୍ଲୀ-ଏନସିଆରରେ ଦୁଇଦିନରେ ଦ୍ଵିତୀୟ ଥର ପାଇଁ ବଢ଼ିଲା ସିଏନଜି ମୂଲ୍ୟ || CNG prices increased for the second time in two days in Delhi-NCR