ଆମ ଶରୀର ପାଇଁ ଉପଯୋଗୀ ଲବଙ୍ଗ

Clove: ଆମ ରୋଷେଇ ଘରେ ଥିବା ମସଲା ଗୁଡ଼ିକର କୌଣସି ନା କୌଣସି ଔଷଧୀୟ ଗୁଣ ଅବଶ୍ୟ ରହିଛି । ସମସ୍ତ ମସଲା ଗୁଡ଼ିକ ଆମ ଶରୀର ପାଇଁ ଖୁବ ଉପଯୋଗୀ ହୋଇଥାନ୍ତି ଓ ଆମ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାନ୍ତି। ଆଜି ସେହି ମସଲା ଗୁଡ଼ିକ ମଧ୍ୟରୁ ଆମେ ଲବଙ୍ଗର ଉପକାରିତା ବିଷୟରେ ଜାଣିବା । ଏହା ଦେଖିବାକୁ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହା ସେବନ କଲେ ଆମ ଶରୀରକୁ ଖୁବ ବଡ ବଡ … Continue reading ଆମ ଶରୀର ପାଇଁ ଉପଯୋଗୀ ଲବଙ୍ଗ