ପୁଣି ଶିକ୍ଷା ଓ ଶିକ୍ଷକଙ୍କୁ ନେଇ ଲଜ୍ୟା ; ଅସଦାଚରଣର ଶିକାର ନବମ ଶ୍ରେଣୀର ଛାତ୍ରୀ ମାନେ || Class 9 girls allege molestation against Gurugram school teacher

ଯାକବପୁରାର ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣି ଲଜ୍ୟା । ପିଲାଙ୍କ ପାଇଁ ଆଉ ସୁରକ୍ଷିତ ନାହିଁ ଏବେ ସ୍କୁଲ । ‘ବିଦ୍ୟାଳୟ’ ଯାହାକୁ ଆମେ ଶିକ୍ଷାର ମନ୍ଦିର ବୋଲି କହୁ ସେଠି ଏବେ ଚାଲୁଚି ନରଭକ୍ଷୀ ମାନଙ୍କ ରାଜୁତି । ତେବେ ଘଟଣାଟି କିଛି ଏପରି କି ଅନେକ ଦିନ ତଳୁ ବହୁତ ଛାତ୍ରୀ ଜଣେ ଶିକ୍ଷକଙ୍କ ଶୋଷଣର ଶିକାର ହେଉଥିଲେ । ଏନେଇ କାହାକୁ ଖବର ଦେଲେ ତାଙ୍କୁ ଶ୍ରେଣୀରେ ଠିକ ସେ … Continue reading ପୁଣି ଶିକ୍ଷା ଓ ଶିକ୍ଷକଙ୍କୁ ନେଇ ଲଜ୍ୟା ; ଅସଦାଚରଣର ଶିକାର ନବମ ଶ୍ରେଣୀର ଛାତ୍ରୀ ମାନେ || Class 9 girls allege molestation against Gurugram school teacher